ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

Gopabandhu ITI, Ambaguda


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
1969
ଅଧ୍ୟକ୍ଷ
ଶ୍ରୀ ବୀର ମାଝି

ଆଇଟିଆଇ ଗୋପବନ୍ଧୁ, ଆମ୍ବଗୁଡା

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା କୋରାପୁଟ

୧୯୬୯ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ଆଇଟିଆଇ କେନ୍ଦ୍ରଟି ପ୍ରତିଷ୍ଠା କରାଯାଇଥିଲା। ୧୯୭୫ ମସିହା ଅଗଷ୍ଟ ୧୩ ତାରିଖରେ ଏହି ତାଲିମ କେନ୍ଦ୍ରଟିକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିଲେ। ବର୍ତ୍ତମାନ ଏହି ତାଲିମ କେନ୍ଦ୍ରଟି ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟ କରୁଛି। ଏଠାରେ ୧୧ ପ୍ରକାର ଟ୍ରେଡ ଓ ୪୯ ୟୁନିଟରେ ଦକ୍ଷତା ତାଲିମ ପ୍ରଦାନ କରାଯାଉଛି। କ୍ୟୁସିଆଇ, ନୂଆଦିଲ୍ଲୀ ସହ ଏହି ପ୍ରତିଷ୍ଠାନ ସହବନ୍ଧିତ ଅଛି।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
9439922388/06854-246621
ଇମେଲ୍
[email protected]
ଠିକଣା
ଆମ୍ବଗୁଡା, ଜିଲ୍ଲା-କୋରାଫୁଟ, ପିନ୍-୭୬୪୦୫୫
ୱେବସାଇଟ
http://www.gitiambaguda.org

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ଡ୍ରଗଟ୍ସମ୍ୟାନ (ସିଭିଲ) 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 105 ମାଟ୍ରିକ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 168 ମାଟ୍ରିକ
ଯନ୍ତ୍ର ନିର୍ମାତା 24 ମାସରେ 5040 ଘଣ୍ଟା 16 ମାଟ୍ରିକ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 21 ମାଟ୍ରିକ
ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ସର୍ବେକ୍ଷକ 24 ମାସରେ 5040 ଘଣ୍ଟା 63 ମାଟ୍ରିକ
ଟର୍ଣ୍ଣର 24 ମାସରେ 5040 ଘଣ୍ଟା 16 ମାଟ୍ରିକ
ଝଳେଇ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 63 ଅଣ ମାଟ୍ରିକ
ୱୟାରମ୍ୟାନ 24 ମାସରେ 5040 ଘଣ୍ଟା 21 ଅଣ ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।