ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Anandapur


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
1987
ଅଧ୍ୟକ୍ଷ
ଶ୍ରୀ ଶରତ ଚନ୍ଦ୍ର ବିଶ୍ଵାଳ

ଆଇଟିଆଇ, ଆନନ୍ଦପୁର

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା କେନ୍ଦୁଝର

ଆନନ୍ଦପୁର ଠାରେ ସରକାରୀ ଆଇଟିଆଇ ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିଲା। ସାମାଜିକ ଅସୁବିଧାରେ ପଡିଥିବା ମହିଳାମାନଙ୍କୁ ଧନ୍ଦାମୂଳକ ଏବଂ ବୈଷୟିକ ତାଲିମ ପ୍ରଦାନ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା। ତାଲିମ ପାଇବା ପରେ ଛୋଟ ଛୋଟ ବ୍ୟବସାୟ ଜରିଆରେ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଏବଂ ପରବର୍ତ୍ତୀ ସମୟରେ ଶିଳ୍ପର ଆବଶ୍ୟକତାକୁ ଚାହିଁ ତାଲିମ ପ୍ରଦାନ କରାଗଲା ଏବଂ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ମିଳିଲା।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
9937802837/06731-220301
ଇମେଲ୍
[email protected]
ଠିକଣା
ସାଳପଡା, ଆନନ୍ଦପୁର, ଜିଲ୍ଲା-କେନ୍ଦୁଝର, ପିନ୍-୭୫୮୦୨୦
ୱେବସାଇଟ
http://www.itianandapur.com

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 42 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 42 ମାଟ୍ରିକ
ଝଳେଇ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 63 ଅଣ ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।