ଯୁବ ଗୋଷ୍ଠୀଙ୍କୁ ବିଶ୍ବ ଶ୍ରେଣୀୟ ଦକ୍ଷତା ତାଲିମ ପ୍ରଦାନ କରି ରାଜ୍ୟ ପାଇଁ ବିଶ୍ବ ଶ୍ରେଣୀୟ ଦକ୍ଷ ମାନବ ସମ୍ବଳ ସୃଷ୍ଟିକରିବା ଓ ସ୍କିଲ୍ଡ ଇନ ଓଡ଼ିଶାକୁ ବିଶ୍ଵସ୍ତରୀୟ ବ୍ରାଣ୍ଡ ଭାବେ ପରିଚିତ କରାଇବା ନେଇ ଅନୁଷ୍ଠାନ କାର୍ଯ୍ୟ କରୁଛି।
ଆଇଟିଆଇ ଗଜବାହାଲ ଏଲଡବ୍ଲ୍ୟୁଇ ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଥିଲା। ଏଠାରେ ଏଲଡବ୍ଲ୍ୟୁଇ ଉପଦ୍ରୁତ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଓ ଆତ୍ମନିର୍ଭରଶୀଳ ହେବାପାଇଁ କାରିଗରୀ ବିଦ୍ୟା ଉପରେ ତାଲିମ ଦିଆଯାଉଛି। ୨୦୧୬ ଅଗଷ୍ଟ ମାସରୁ ଏନସିଭିଟି ପାଠ୍ୟକ୍ରମ ଅଧୀନରେ ଇଲେକ୍ଟ୍ରିସିଆନ ଓ ଫିଟର ଟ୍ରେଡରେ ପାଠ୍ୟକ୍ରମ ଉପଲବ୍ଧ ଅଛି।
ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।
ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।